ଅଧ୍ୟାପକ ସମୀର ସାହୁଙ୍କ ବିବାଦର ଚିଠା ବେଶ୍ ଲମ୍ବା, ୨୦୨୧ ରୁ କରିଆସୁଥିଲେ ଏହିସବୁ କୁକର୍ମ,ନଜର ପକାନ୍ତୁ ପୁରୁଣା ରେକର୍ଡ଼ ଉପରେ...

Written ByNarmada Behera
Published: Jul 16, 2025, 12:28 PM IST|Updated: Jul 17, 2025, 06:28 AM IST

FM College Case: ଫକିର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଇଠୁଛି ପଡୁଛି  ସାରା ରାଜ୍ୟ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଶ୍ବବିଦ୍ୟାଳୟର  ଅଧ୍ୟାପକ  ସମୀର କୁମାର ସାହୁ।  ପ୍ରଧ୍ୟାପ ସମୀର କୁମାର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ୍ ଲମ୍ବା। ଆସନ୍ତୁ ନଜର ପକାଇବା ତାଙ୍କ କଳାକାରନାମା ଉପରେ....