Silver and Gold Rate: ସୁନାରେ ୧୦,୭୦୦ ଓ ରୂପାରେ ଏତିକି ହଜାର ଟଙ୍କା ଖସିଲା ରେଟ୍, ଆଜିହିଁ କିଣନ୍ତୁ!

Written ByNarmada Behera
Published: Nov 05, 2025, 06:25 PM IST|Updated: Nov 05, 2025, 06:25 PM IST

Silver and Gold Rate: ଗ୍ରାହକଙ୍କ ପାଇଁ ଖୁସି ଖବର। ସୁନା- ରୂପା ରେଟ୍ ଏବେ ଗତ ଦୁଇ ଦିନ ହେବ ରେକର୍ଡ ସ୍ତରରେ ହ୍ରାସ ପାଉଛି। ଆଗକୁ ଆସୁଛି ବିବାହ ସିଜିନ୍। ଯେଉଁଥିରେ ଗ୍ରାହକମାନେ ସୁନା ଅଳ୍ପ ବହୁତ ନିଶ୍ଚିତ ଭାବେ କ୍ରୟ କରିବେ। ଆସନ୍ତା ସପ୍ତାହରେ ମଧ୍ୟ ସୁନା ଓ ରୂପା ରେଟ୍ ରେ ହ୍ରାସ ଦେଖିବାକୁ ମିଳିବ ବୋଲି କହିଛନ୍ତି ସୁନା ବିଶେଷଜ୍ଞ।