Gold Price: ୮୦ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?

Written ByNarmada Behera
Published: Oct 07, 2025, 06:04 PM IST|Updated: Oct 07, 2025, 06:04 PM IST

Gold Price: ସୁନାଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଗତକିଛି ଦିନ ହେବ ସୁନା ଦର ଦ୍ରୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇର ବୁଲାନ ବଜାରରେ ସୁନାର ଆଜିର ମୂଲ୍ୟ ୧୦ ଗ୍ରାମ୍ ପିଛା ୧,୧୯,୦୫୯ ଟଙ୍କାରେ ପହଞ୍ଚିଛି। ବିଶେଷ ଭାବରେ ଗତ ୧୦ ବର୍ଷ ଧରି ସୁନା ମୂଲ୍ୟ ନରନ୍ତର ଭାବେ ବୃଦ୍ଧି ପାଉଛି। ଆଉ ଚଳିତ ବର୍ଷ ୨୨ କ୍ୟାରେଟ୍ ର ରେଟ୍ ଲକ୍ଷେ ପାର୍ କରି ସାରିଛି। ଯେଉଁଥିପାଇଁ ସାଧାରଣ ଲୋକେ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ତେବେ, ଆଗକୁ ସୁନା ମୂଲ୍ୟ ୮୦ ରୁ ୮୨ ହଜାର ଟଙ୍କା ଖସିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ, ଆସନ୍ତୁ ଜାଣିବା କେଉଁ ବର୍ଷ ସୁନା ୮୦ ରୁ ଅଧିକ ଟଙ୍କା ହ୍ରାସ ପାଇବାକୁ ଯାଉଛି।....