Gold Rate: ଖୁସି ଖବର; ୭୮ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?

Written ByNarmada Behera
Published: Oct 08, 2025, 06:29 PM IST|Updated: Oct 08, 2025, 06:29 PM IST

Gold Rate: ସୁନାଦର ଗ୍ରାହକଙ୍କ ଚିନ୍ତା ବଢାଇଛି। ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି ସୁନା ରେଟ୍। ସୁନା କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସାତ ସପନ ପାଲଟିଲାଣୀ। ଘରୋଇ ଓ ବିଶ୍ବ ବଜାରରେ ସୁନା ଓ ରୂପା ରେଟ୍ ଲକ୍ଷେ ପାର୍ କରି ସାରିଲାଣୀ। ଆଜି ଅକ୍ଟୋବର ୮ ତାରିଖରେ ଦିଲ୍ଲୀ ବୁଲିୟନ୍ ବଜାରରେ ସୁନା ୧୦ ଗ୍ରାମ୍ ର ରେଟ୍ , ୧,୨୨,୦୦୦ରେ ପହଞ୍ଚିଥିବା ବେଳେ ରୂପା କିଲୋ ୧,୫୭,୦୦୦ ଦର ଛୁଇଁଲାଣୀ। ଆଗକୁ ଆସୁଛି ଧନତେରାସ୍ ଓ ଦୀପାବଳି ଭଳି ପର୍ବ। ବିଶେଷକରି, ଏହି ଦିନ ଗୁଡିକରେ ସୁନା କାରବାର ଅଧିକ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଗକୁ କେତେ ହଜାର ହ୍ରାସ ପାଇବ ସୁନା ରେଟ୍ । ସେନେଇ ମତ ରଖିଛନ୍ତି ବିଶେଷଜ୍ଞ।....