Advertisement
Photo Details/zeeodisha/odisha2551718
photoDetails0hindi

Gold Rate Today: ଆଜି ସୁନା ଦରରେ ରେକର୍ଡ ବୃଦ୍ଧି, ଭରି ପିଛା ଏତେ ଶହ ଟଙ୍କା ବଢିଲା ରେଟ୍

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତ ସପ୍ତାହରେ ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ରେକର୍ଡ ବୃଦ୍ଧି କହିଲେ ଅତୃକ୍ତି ହେବ ନାହିଁ। ଯଦି ଆପଣ ଆଜି ସୁନା- ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ  ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍। 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୨,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୫୦ ଓ ୮୨୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Road Accident: ବ୍ରେକ୍-ଫେଲ୍-ହୋଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା ବସ୍, ୪ ଯାତ୍ରୀ ମୃତ, ୨୨ ଆହତ

ALSO READ: Asima Panda Viral Video: ସୋରିଷ କ୍ଷେତରୁ ରୋମାଣ୍ଟିକ୍ ଅନ୍ଦାଜରେ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ

2/5
  ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୭୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ   ୭୫୦ ଓ ୮୨୦ ଟଙ୍କା ବୃଦ୍ଧି ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୭୫୦ ଓ ୮୨୦ ଟଙ୍କା ବଢିଛି।

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୭୫୦ ଓ ୮୨୦ ଟଙ୍କା ବୃଦ୍ଧି ପାଇଛି। 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୦୫୦ ଟଙ୍କା ଥିବା ବେଳେ ୨୪  କ୍ୟାରେଟ୍ ର ଦାମ୍ ୭୮,୬୦୦  ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮,୯୫୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ,  ୨୨ କ୍ୟାରେଟ୍ ରେ ୭୫୦ ,୨୪ କ୍ୟାରେଟ୍ ରେ ୮୨୦ ଓ ୧୮ କ୍ୟାରେଟ୍ ରେ ୬୧୦ ଟଙ୍କା ବୃଦ୍ଧି ପାଇଛି।