Gold Rate Today: ଖୁସି ଖବର, ସୁନାଦରରେ ବଡ଼ ଧରଣର ହ୍ରାସ; ୨୨ କ୍ୟାରେଟ୍ କୁ ରହିଛି...

Written ByNarmada Behera
Published: Oct 10, 2025, 11:01 AM IST|Updated: Oct 10, 2025, 11:01 AM IST

Gold Rate Today: ଦିର୍ଘ ଦିନ ଧରି ସୁନାରୂପା ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁନାଦରରେ ରେକର୍ଡ ହ୍ରାସ ହୋଇଛି। ଯାହାକୁ ନେଇ ଗ୍ରାହକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?