Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଝଟକା। ବିବାହ ସିଜିନ୍ ପୂର୍ବରୁ ବଢିଲା ରେଟ୍ । ଯାହା ଗ୍ରାହକଙ୍କୁ ଶକ୍ତ ଝଟକା ଦେଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?
)
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୫, ୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୬,୨୮୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ୨୨୫୦ ଓ ୨୪୬୦ ଟଙ୍କା ବୃଦ୍ଧି ହୋଇଛି।
ALSO READ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ,ଉଦୟ ହେବ ୫ରାଶିଙ୍କ ଭାଗ୍ୟ; ବେକାରିଙ୍କୁ ମିଳିବ ଚାକିରି ସହ...
)
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୫,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୬,୪୩୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ବଢିଛି।
)
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ରେଟ୍ ୧,୧୭,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୭,୬୪୦ ଟଙ୍କା ରହିଛି। ଏଠାରେ ଦର ବଢିଛି।
)
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୫,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୬,୨୮୦ ଟଙ୍କା ରହିଛି।
)
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୧୫,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୬,୨୮୦ ଟଙ୍କା ରହିଛି।
)
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୫,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୬,୨୮୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୯୪,୭୧୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୨୨୫୦,୨୪୬୦ ଓ ୧୮୪୦ ଟଙ୍କା ବୃଦ୍ଧି ହୋଇଛି।
)
ଏବଂ ରାଜ୍ୟରେ ରୂପା କେଜି ପିଛା ହଜାରେ ଟଙ୍କା ବୃଦ୍ଧି ହୋଇ ଦର ୧,୭୦,୦୦୦ ରେ ପହଞ୍ଚିଛି।
)
କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୧୫,୭୫୦ ଓ ୧,୨୬,୨୮୦ ଟଙ୍କା ରହିଛି।
)
ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୫,୭୫୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୨୬,୨୮୦ ଟଙ୍କା ରହିଛି।
)
ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୧୫,୭୫୦ ଓ ୨୪ କ୍ୟାରେଟ୍ ରେଟ୍ ୧,୨୬,୨୮୦ ଟଙ୍କା ରହିଛି।
ट्रेन्डिंग फोटोज़