Advertisement
Photo Details/zeeodisha/odisha2556161
photoDetails0hindi

Gold Rate Today: ଆଜି ସୁନା ଦରରେ ବଡ଼ ଧରଣର ହ୍ରାସ, ୧୦ ଗ୍ରାମ୍-କୁ ରହିଛି ମାତ୍ର ଏତିକି ଟଙ୍କା

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିବାହ ସିଜିନ୍-ରେ ଖସିଲା ସୁନା-ରେଟ୍ । ଆଜି ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ଓଡି଼ଶା ସମେତ ଦେଶର ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ସୁନା ରେଟ୍?

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୩୦୦ ଟଙ୍କା ରହିଛି। ଏବଂ ୨୪ କ୍ୟାରେଟ୍ ର ଦାମ୍ ୭୮,୮୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା  ୫୫୦ ଓ ୬୦୦ ଟଙ୍କା ଖସିଛି।

ALSO READ: Petrol Diesel Price Today: ନୂଆ ତୈଳ ଦର ଜାରି, ରାଜ୍ୟରେ ବଢିଲା ପେଟ୍ରୋଲ୍-ଡିଜେଲ ରେଟ୍

ALSO READ: Today Horoscope: ଏହି ରାଶିଙ୍କ ପାଇଁ ଶୁଭଦାୟକ ହେବ ଆଜିର ଦିନ, ଏମାନେ ଭୋଗିବେ ସ୍ୱାସ୍ଥ୍ୟ ସମସ୍ୟା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍-ର ଦାମ୍ ୭୯,୦୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୫୫୦ ଓ ୬୦୦ ଟଙ୍କା କମିଛି। 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍-ରେ ଭରି ପିଛା ୫୫୦ ଓ ୬୦୦ ଟଙ୍କା ହ୍ରାସ ପାଇଛି।

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୨,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୫୦ ଓ ୬୦୦ ଟଙ୍କା କମିଛି।

 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୭୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୯,୧୬୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୫୫୦, ୨୪ କ୍ୟାରେଟ୍ ରେ ୬୦୦ ଓ ୧୮ କ୍ୟାରେଟ୍ ରେ ୪୫୦ ଟଙ୍କା ହ୍ରାସ ହୋଇଛି। 

ALSO READ: Dhanu Sankranti 2024: ଧନୁ ସଂକ୍ରାନ୍ତିରେ ପଡୁଛି ତିନି ଦୁର୍ଲଭ ଯୋଗ, ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା!