Advertisement
Photo Details/zeeodisha/odisha2999913
Zee OdishaPhotosGold Rate Today: ସୁନାଦରରେ ବୃହତ ବୃଦ୍ଧି;ଓଡ଼ିଶାରେ ୨୨ କ୍ୟାରେଟ୍ ପିଛା ବଢିଲା ଏତେ ହଜାର ଟଙ୍କା
photoDetails0hindi

Gold Rate Today: ସୁନାଦରରେ ବୃହତ ବୃଦ୍ଧି;ଓଡ଼ିଶାରେ ୨୨ କ୍ୟାରେଟ୍ ପିଛା ବଢିଲା ଏତେ ହଜାର ଟଙ୍କା

Gold Rate Today: ସୁନାଦର ବୁଧବାର ଖସିଥିବା ବେଳେ ଆଜି(ଗୁରୁବାର)ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

1/10

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୭,୮୦୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ୨୧୦୦ ଓ ୨୨୯୦ ଟଙ୍କା ବୃଦ୍ଧି ହୋଇଛି। 

ALSO READ: ୫ଶହ ବର୍ଷ ପରେ ପଡି଼ଛି ସୂର୍ଯ୍ୟ-ଯମ ପଞ୍ଚକ ଯୋଗ,ଫିଟିବ ୫ରାଶିଙ୍କ ଭାଗ୍ୟ;କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ...

ALSO READ: EPF Transfer New Rules 2025: ଚାକିରି ବଦଳାଉଥିଲେ ଧ୍ୟାନ ଦିଅନ୍ତୁ;PF ଟଙ୍କା ଟ୍ରାନ୍ସଫରକୁ ନେଇ EPFO ଆଣିଲା ନୂଆ ନିୟମ

2/10

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍  ୧,୧୭,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୭,୯୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ବଢିଛି।

3/10

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ରେଟ୍ ୧,୧୮,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୮,୭୩୦ ଟଙ୍କା ରହିଛି। ଏଠାରେ ଦର ୨୨ ଓ ୨୪ କ୍ୟାରେଟ୍ ପିଛା ୨୦୦୦ ଓ ୨,୧୭୦ ଟଙ୍କା ବଢିଛି। 

4/10

ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୭,୮୦୦ ଟଙ୍କା ରହିଛି। 

 

5/10

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୧୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୭,୮୦୦ ଟଙ୍କା ରହିଛି। 

 

6/10

ରୂପା କେଜି ପିଛା  ୯,୦୦୦ ଟଙ୍କା ବୃଦ୍ଧି ହୋଇ ଦର ୧,୭୮୨,୦୦୦ ରେ ପହଞ୍ଚିଛି।

 

7/10

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୭,୮୦୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୯୫,୮୫୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୨,୧୦୦,୨୨୯୦ ଓ ୧୭୨୦ ଟଙ୍କା ବୃଦ୍ଧି ପାଇଛି। 

8/10

କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୧୭,୧୫୦ ଓ ୧,୨୭,୮୦୦ ଟଙ୍କା ରହିଛି।

 

9/10

ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୭,୧୫୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୨୭,୮୦୦ ଟଙ୍କା ରହିଛି।

 

10/10

ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୧୭,୧୫୦  ଓ ୨୪ କ୍ୟାରେଟ୍ ରେଟ୍ ୧,୨୭,୮୦୦ ଟଙ୍କା ରହିଛି।