Advertisement
Photo Details/zeeodisha/odisha2965330
Zee OdishaPhotosGold Rate Today: ସୁନାଦରରେ ରେକର୍ଡ ବୃଦ୍ଧି,ଖସିଲା ରୂପା ରେଟ୍; ଓଡ଼ିଶାରେ ୨୨ କ୍ୟାରେଟ୍ ର ଦାମ୍...
photoDetails0hindi

Gold Rate Today: ସୁନାଦରରେ ରେକର୍ଡ ବୃଦ୍ଧି,ଖସିଲା ରୂପା ରେଟ୍; ଓଡ଼ିଶାରେ ୨୨ କ୍ୟାରେଟ୍ ର ଦାମ୍...

Gold Rate Today: ଗତକାଲି ସୁନାଦରରେ ବ୍ରେକ୍ ଲାଗିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ସୁନା ରେଟ୍?

1/9

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ରେଟ୍ ୧,୨୧,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୩୨,୭୭୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ଆଜି ୩,୦୫୦ ଓ ୩,୩୩୦ ଟଙ୍କା ବଢିଛି। 

ALSO READ: PM Kisan 21st Installment: ଚାଷୀଙ୍କ ପାଇଁ ଖୁସି ଖବର,ଏହିଦିନ ଆକାଉଣ୍ଟକୁ ଆସିବ PM Kisanର ୨୧ତମ କିସ୍ତି...

ALSO READ: Dhanteras Rajyog 2025: ଧନତେରାସ୍ ରେ ପଡୁଛି ତିନି ରାଜଯୋଗ,ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ;ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!

2/9

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍  ୧,୨୧,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୨,୯୨୦ ଟଙ୍କା ରହିଛି।

 

3/9

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ରେଟ୍ ୧,୨୨,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୩,୦୯୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୩,୦୦୦ ଓ ୩୨୭୦ ଟଙ୍କା ବଢିଛି। 

4/9

ମୁମ୍ବାଇରେ ୨୨ କ୍ୟାରେଟ୍ ର ଦାମ୍ ୧,୨୧,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୩୨,୭୭୦ ଟଙ୍କା ରହିଛି। 

 

5/9

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୧,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୩୨,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୩,୦୫୦ ଓ ୩୩୩୦ ଟଙ୍କା ବୃଦ୍ଧି ପାଇଛି। 

 

6/9

ଏବଂ ରାଜ୍ୟରେ ରୂପା କେଜି ପିଛା ୩୦୦୦ ଟଙ୍କା ଖସି ଦର ୨,୦୩,୦୦୦ ରେ ପହଞ୍ଚିଛି।

 

7/9

କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୨୧,୭୦୦ ଓ ୧,୩୨,୭୭୦ ଟଙ୍କା ରହିଛି।

 

8/9

ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୧,୭୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୩୨,୭୭୦ ରହିଛି।

 

9/9

ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୨୧,୭୦୦  ଓ ୨୪ କ୍ୟାରେଟ୍ ରେଟ୍ ୧,୩୨,୭୭୦ ଟଙ୍କା ରହିଛି।