Gold Rate Today: ସୁନାଦରକୁ ନେଇ ଆସିଲା ଖୁସି ଖବର, ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା...

Written ByNarmada Behera
Published: May 18, 2025, 10:20 AM IST|Updated: May 18, 2025, 10:20 AM IST

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ସୁନା ଦର ଗତ କିଛି ଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହେଲେ ଆଜି ସୁନା ଦରରେ ଲାଗିଛି ବ୍ରେକ୍। ଯାହା ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?