Gold Rate Today: ସପ୍ତାହ ଶେଷରେ ଗ୍ରାହକଙ୍କୁ ମିଳିଲା ଖୁସି ଖବର,ହ୍ରାସ ପାଇଲା ସୁନା ରେଟ୍

Written ByNarmada Behera
Published: Apr 26, 2025, 10:23 AM IST|Updated: Apr 26, 2025, 10:23 AM IST

Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଗକୁ ଆସୁଛି ବିବାହ ସିଜିନ୍ ଆଉ ତା ପୂର୍ବରୁ ଶସ୍ତା ହୋଇଛି। ସୂଚନା ଗତ ତିନି ଦିନ ହେବ ସୁନା ଦର ଖସୁଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖାଦେଇଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?