Gold Rate Today: ସୁନାଦରରେ ବୃହତ ବୃଦ୍ଧି, ଜାଣନ୍ତୁ ଆଜିର ନୂଆ ରେଟ୍; ଭରି ପିଛା ରହିଛି...

Written ByNarmada Behera
Published: Nov 26, 2025, 12:15 PM IST|Updated: Nov 26, 2025, 12:15 PM IST

Gold Rate Today: ଦିନକୁ ଦିନ ସୁନା ଦର ହୁ ହୁ ହୋଇ ବଢି ଚାଲିଛି। ଗତକାଲି ରେଟ୍ ରେକର୍ଡ଼ ଭାଙ୍ଗିଥିବା ବେଳେ ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍?