Advertisement
Photo Details/zeeodisha/odisha2697272
Zee OdishaPhotosGold Rate Today:ସୁନାଦରରେ ପରିବର୍ତ୍ତନ,ଭୁବନେଶ୍ବରରେ ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ
photoDetails0hindi

Gold Rate Today:ସୁନାଦରରେ ପରିବର୍ତ୍ତନ,ଭୁବନେଶ୍ବରରେ ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

Gold Rate Today: ଆଗକୁ ଆସୁଛି ବାହାଘର ସିଜିନ୍। ଏବେଠୁ ଅଧିକ ମହଙ୍ଗା ହେଲାଣୀ ସୁନା। ଗତକାଲି ସୁନା ରେଟ୍ ବୃଦ୍ଧି ପାଇଥିବା ବେଳେ ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଯାହା ଗ୍ରାହକଙ୍କ ଟେନସନ୍ ବଢାଇଛି। ଯଦି ଆଜି ଆପଣ ସୁନା ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୨,୩୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୯,୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ହୋଇଛି।

ALSO READ: Shani Gochar 2025: ମାର୍ଚ୍ଚ ୨୯ରେ ଶନିଙ୍କ ଶୁଭ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ

ALSO READ: Today Horoscope: କାହା ପାଇଁ ଶୁଭ ତ ଆଉ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୨,୫୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୦,୦୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ହୋଇଛି। 

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୮୨,୩୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୯, ୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ବଢିଛି।

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୨,୩୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୯,୮୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ବଢିଛି। 

 

5/5

ଅନ୍ୟପଟେ, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୨,୩୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୯, ୮୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ରେ ୬୭,୩୯୦ ଟଙ୍କା ରହିଛି। ୨୨ , ୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ବୃଦ୍ଧି ହୋଇଛି।