Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମାରେ ସୁନାଦର କମିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଆସନ୍ତୁ ଜାଣିବା କଟକ , ଭୁବନେଶ୍ବର ସହ ଦେଶର ଅନ୍ୟ ପ୍ରମୁଖ ସହରରେ କେତେ ରହିଛି ସୁନା ରେଟ୍?
1/10ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୧,୪୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୧,୪୮୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ଆଜି ୯୦୦ ଓ ୯୮୦ ଟଙ୍କା ହ୍ରାସ ହୋଇଛି।
ALSO READ: Gastric Cancer: ଗ୍ୟାଷ୍ଟିକ୍ କ୍ୟାନସର୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏହି ୭ ଲକ୍ଷଣ; କରନ୍ତୁ ନାହିଁ ଅଣଦେଖା!
2/10ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୧,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୧,୬୩୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର କମିଛି।
3/10ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର ରେଟ୍ ୧,୧୧,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୧,୯୭୦ ଟଙ୍କା ରହିଛି। ଏଠାରେ ଦର ଖସିଛି।
4/10ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୧,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୧,୪୮୦ ଟଙ୍କା ରହିଛି।
5/10ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧,୧୧,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୧,୪୮୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ଭରି ପିଛା ୯୦୦ ଓ ୯୮୦ ଟଙ୍କା ଖସିଛି।
6/10ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୧,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୧,୪୮୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୯୧,୧୧୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୯୦୦ ,୯୮୦ ଓ ୭୩୦ ଟଙ୍କା ହ୍ରାସ ହୋଇଛି।
7/10ସେହିପରି, ରାଜ୍ୟରେ ରୂପା କେଜି ପିଛା ୨୦୦୦ ଟଙ୍କା ଖସି କିଲୋ ୧,୬୩,୦୦୦ ହଜାରରେ ପହଞ୍ଚିଛି।
8/10କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୧୧,୩୫୦ ଓ ୧,୨୧,୪୮୦ ଟଙ୍କା ରହିଛି।
9/10ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୧,୩୫୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୨୧,୪୮୦ ଟଙ୍କା ରହିଛି।
10/10ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୧୧,୩୫୦ ଓ ୨୪ କ୍ୟାରେଟ୍ ରେଟ୍ ୧,୨୧,୪୮୦ ଟଙ୍କା ରହିଛି।