Gold Rate Today: ଆଜି ସୁନା ରୂପା ରେଟ୍ ରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ରେଟ୍ ବଢିଥିଲେ ମଧ୍ୟ ଆଜିର ଦର ହ୍ରାସ ଗ୍ରାହକଙ୍କୁ ଖୁସି କରିଦେବ। ସୁନା-ରୂପା ଦର ଖସିବାର ଅନେକ କାରଣ ରହିଛି। ଦୀପାବଳି ଓ ଧନତେରାସ୍ ପରେ ସୁନା କ୍ରୟରେ ହ୍ରାସ ଦେଖିବାକୁ ମିଳୁଛି। ଏହା ଦର ଖସିବାର ପ୍ରମୁଖ କାରଣ ଅଟେ ବୋଲି କହିଛନ୍ତି ଏକ୍ସପର୍ଟ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍?
)
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରା୍ ରେଟ୍ ୧,୧୧, ୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୨,୦୨୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ୫୦୦ ଓ ୫୫୦ ଟଙ୍କା ଖସିଛି।
ALSO READ: Entertainment News: ଆଉ ନାହାଁନ୍ତି ବଲିଉଡ୍ ର ଏହି ଭେଟେରାନ୍ ଅଭିନେତ୍ରୀ, ଶତ୍ରୁଘ୍ନ ସିହ୍ନାଙ୍କ ସହ...
ALSO READ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ,ଉଦୟ ହେବ ୫ରାଶିଙ୍କ ଭାଗ୍ୟ; ବେକାରିଙ୍କୁ ମିଳିବ ଚାକିରି ସହ...
)
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୨,୦୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୨,୧୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ହ୍ରାସ ହୋଇଛି।
)
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୧,୧୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୨,୯୫୦ ଟଙ୍କା ରହିଛି।
)
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୧,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୨,୦୨୦ ଟଙ୍କା ରହିଛି।
)
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୧୧,୮୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୨,୦୨୦ ଟଙ୍କା ରହିଛି।
)
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୧,୮୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୨,୦୨୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୯୧,୫୨୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୫୦୦ ,୫୫୦ ଓ ୪୧୦ ଟଙ୍କା କମିଛି।
)
ଏବଂ ରାଜ୍ୟରେ ରୂପା କେଜି ପିଛା ଦର ୧,୬୬,୦୦୦ ରେ ପହଞ୍ଚିଛି।
)
କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୧୧,୮୮୦ ଓ ୧,୨୨,୦୨୦ ଟଙ୍କା ରହିଛି।
)
ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୧,୮୮୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୨୨,୦୨୦ ରହିଛି।
)
ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୧୧,୦୨୦ ଓ ୨୪ କ୍ୟାରେଟ୍ ରେଟ୍ ୧,୨୨,୦୨୦ ଟଙ୍କା ରହିଛି।
ट्रेन्डिंग फोटोज़