EPFO ​​ଆକାଉଣ୍ଟଧାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ଼ ଖୁସି ଖବର! ପେନସନ୍ ରେ ହେବ ବୃହତ ବୃଦ୍ଧି ,ମିଳିବ ଏକାସାଙ୍ଗରେ...

Written ByNarmada Behera
Published: Oct 07, 2025, 03:36 PM IST|Updated: Oct 07, 2025, 03:36 PM IST

EPFO Update: ପେନସନଭୋଗୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ମିଳିବ କର୍ମଚାରୀ ଓ ପନସନଭୋଗୀଙ୍କୁ ଆଉ ଏକ ବଡ଼ ଉପହାର।  କର୍ମଚାରୀ ଭବିଷ୍ୟନିଧି ସଂଗଛନ(EPFO) ର ସର୍ବୋଚ୍ଚ ନିସ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ବୋର୍ଡ଼ (cbt) ଚଳିତ ମାସ ୧୦ କିମ୍ବା ୧୧ ତାରିଖରେ  ବେଙ୍ଗାଲୁରୁରେ ଏକ ବୈଠକ କରିବାକୁ ଯାଉଛନ୍ତି।  ତେବେ, ଆସନ୍ତୁ ଜାଣିବା ଏହି ବୈଠକରେ ଇପିଏଫଓ ପେନସନ୍ କେତେ ବୃଦ୍ଧି ହେବା ନେଇ....