Advertisement
Photo Details/zeeodisha/odisha3097588
Zee OdishaPhotos8th Pay Commission: ଅଷ୍ଟମ ବେତନରେ କେତେ ହେବ ଫିଟମେଣ୍ଟ ଫ୍ୟାକ୍ଟର? ଜାଣନ୍ତୁ କେତେ ବଢିବ ଆପଣଙ୍କ ଦରମା!
photoDetails0hindi

8th Pay Commission: ଅଷ୍ଟମ ବେତନରେ କେତେ ହେବ ଫିଟମେଣ୍ଟ ଫ୍ୟାକ୍ଟର? ଜାଣନ୍ତୁ କେତେ ବଢିବ ଆପଣଙ୍କ ଦରମା!

8th Pay Commission: ଅଷ୍ଟମ ବେତନ କମିଶନ୍-କୁ ନେଇ ଆସିଲା ଆଉ ଏକ ତାଜା ଅପଡେଟ୍! ଯାହା ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ତେବେ, ଆସନ୍ତୁ ଜାଣିବା କେତେ ପ୍ରତିଶତ ବୃଦ୍ଧି ପାଇବ ଫିଟମେଣ୍ଟ ଫ୍ୟାକ୍ଟର। ... 

2/17

ଏବଂ ଏହା ସହ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ହୋଇପାରେ! 

 

3/17

ମହଙ୍ଗା ଭତ୍ତା ବୃଦ୍ଧି ଫିଟମେଣ୍ଟ ଫ୍ୟାକ୍ଟର ଉପରେ ଆଧାରିତ। 

 

4/17

ଯଦିଓ ସରକାର ଏ-ପର୍ଯ୍ୟନ୍ତ ଅଷ୍ଟମ ବେତନ କମିଶନ୍ କେବେଠୁ ଲାଗୁ ହେବ ସେ-ନେଇ କୌଣସି ତାରିଖ ଘୋଷଣା କରି ନାହାଁନ୍ତି। 

 

5/17

ତଥାପି, ଚର୍ଚ୍ଚା ହେଉଛି ଯେ, ଫିଟମେଣ୍ଟ ଫ୍ୟାକ୍ଟର ୧.୬୦ ହୋଇପାରେ। 

 

6/17

ସରକାରୀ କର୍ମଚାରୀମାନେ ଏବେ, ୫୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଶ୍ରମ ବ୍ୟୁରୋ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ଡିସେମ୍ବର ୨୦୨୫ ପାଇଁ  ଅଲ ଇଣ୍ତିଆ ସିପିଆଇ-ଆଇଡବ୍ଲୁ ୧୪୮.୨ ପଏଣ୍ଟ ରେକର୍ଡ଼ କରାଯାଇଥିଲା। 

 

7/17

ଏ-ହା ଉପରେ ଆଧାର କରି,ଜାନୁଆରୀ-ଜୁନ୍ ୨୦୨୬ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। 

 

8/17

ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ଆଗାମୀ ଦିନରେ ହୋଇପାରେ। 

 

9/17

କେନ୍ଦ୍ରୀୟ କ୍ୟାବିନେଟ୍ ଦ୍ବାରା ଆନୁଷ୍ଠାନିକ ଅନୁମୋଦନ ପରେ ଏ-ହି ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। 

 

10/17

ଯାହା ମାର୍ଚ୍ଚରେ ବୃଦ୍ଧି ପାଇବ। 

 

11/17

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୧.୬୦ ହୁଏ। ତେବେ,ଜଣେ କେତେ ଦରମା ପାଇବ ଆସନ୍ତୁ ଜାଣିବ।...

 

12/17

ଉଦାହରଣ ସ୍ବରୂପ, ଯଦି ଜଣଙ୍କର ମୂଳ ଦରମା ସର୍ବନିମ୍ନ ୧୮,୦୦୦ ହୋଇଥାଏ। 

 

13/17

ତେବେ, ଫିଟମେଣ୍ଟ ଫ୍ୟାକ୍ଟର ୧.୬୦ ଆଧାରରେ ପ୍ରାୟ ୨୮,୮୦୦ ରୁ ୩୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇବ। 

 

14/17

ଯାହା ଦ୍ବାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। 

15/17

ହେଲେ, ଫିଟମେଣ୍ଟ ଫ୍ୟାକ୍ଟର ନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାର ବଡ଼ ଘୋଷଣା ସରକାରଙ୍କ ତରଫରୁ ହୋଇ ନାହିଁ। 

 

16/17

ଆଗାମୀ ମାର୍ଚ୍ଚ ମାସର ଶେଷ ସପ୍ତାହରେ ସରକାର ଫିଟମେଣ୍ଟ ଫ୍ୟାକ୍ଟର ନେଇ କୌଣସି ଏକ ବଡ଼ ଘୋଷଣା କରିପାରନ୍ତି। 

 

17/17

ଏବଂ କର୍ମଚାରୀ ଓ ପେନସନଭୋଗୀଙ୍କୁ ଅଷ୍ଟମ ବେତନ ଅଧିନରେ ନୂଆ ଦରମା ଓ ପେନସନ୍ ୨୦୨୬ ର ଶେଷ କିମ୍ବା ୨୦୨୭ ବର୍ଷ ମଧ୍ୟଭାଗରୁ ମିଳିପାରେ।