Today Petrol Diesel Price: ସପ୍ତାହ ଆରମ୍ଭରୁ ତୈଳଦରରେ ବୃହତ ହ୍ରାସ

Published: Oct 13, 2025, 10:27 AM IST|Updated: Oct 13, 2025, 10:27 AM IST

Petrol Diesel Price: ନୂଆଦିଲ୍ଲୀ: ଆଜି ସୋମବାର ଅକ୍ଟୋବର ୧୩ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି।