Nuapada By Poll: ପୁଅ ପରେ ଏବେ ପତ୍ନୀଙ୍କ ମନ୍ତବ୍ୟ...ମୋ ସ୍ୱାମୀଙ୍କ ମୃତ୍ୟୁର ଅନ୍ୟତମ କାରଣ ବିଜେଡିର ଅଣଦେଖା !

Written ByRashmita SahooEdited By:Rashmita Sahoo
Published: Nov 04, 2025, 03:58 PM IST|Updated: Nov 04, 2025, 03:58 PM IST

Nuapada By Poll: ଗତ ଅକ୍ଟୋବର ୧୧ ତାରିଖରେ ବିଜେପିରେ ମିଶିଥିଲେ ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବିଜେଡି ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରହିଥିବାବେଳେ ସେ ଦଳକୁ ଚକ୍‌ମା ଦେଇ ବିଜେପିରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଜୟ ଗେରୁଆ ଦଳରେ ସାମିଲ ହୋଇଥିଲେ। ଏହା ପରେ ତାଙ୍କୁ ହିଁ ବିଜେପି ନୂଆପଡ଼ାରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା।