Petrol Diesel Price Today: ରାଜ୍ୟରେ ବଢିଲା ତେଲ ରେଟ୍,ଓଡ଼ିଶାରେ ଲିଟର ପିଛା...

Written ByNarmada Behera
Published: Nov 04, 2025, 01:52 PM IST|Updated: Nov 04, 2025, 01:52 PM IST

Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...