Advertisement
Photo Details/zeeodisha/odisha2950453
Zee OdishaPhotosPlus 2 exam: ଘୋଷଣା ହେଲା +2 ପରୀକ୍ଷା ଫର୍ମଫିଲପ ତାରିଖ, ଏହି ଦିନ ଆରମ୍ଭ ହେବ...
photoDetails0hindi

Plus 2 exam: ଘୋଷଣା ହେଲା +2 ପରୀକ୍ଷା ଫର୍ମଫିଲପ ତାରିଖ, ଏହି ଦିନ ଆରମ୍ଭ ହେବ...

ଘୋଷଣା ହେଲା +2 ପରୀକ୍ଷା ଫର୍ମଫିଲପ ତାରିଖ, ଏହି ଦିନ ଆରମ୍ଭ ହେବ...

1/5

Plus 2 exam: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ ତାରିଖ ଘୋଷଣା କଲା CHSE।

 

2/5

ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଭରିବେ।

3/5

ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ଭରିବେ।

4/5

୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ହେବ ଫର୍ମ ଫିଲଅପ।

5/5

୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ ଭରିପାରିବେ।