Advertisement
Photo Details/zeeodisha/odisha3037248
Zee OdishaPhotosSalary And Arrears Hike: ଦରମା ଓ ଏରିୟର ବୃଦ୍ଧି ନେଇ ସୁର ରାଉତରାୟ କହିଲେ ଏମିତି
photoDetails0hindi

Salary And Arrears Hike: ଦରମା ଓ ଏରିୟର ବୃଦ୍ଧି ନେଇ ସୁର ରାଉତରାୟ କହିଲେ ଏମିତି

ବିଧାୟକମାନଙ୍କ ଦରମା ଓ ଏରିୟର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

1/11

'କିନ୍ତୁ ଅଙ୍ଗନବାଡି କର୍ମୀ ବସିଛନ୍ତି, ଶିକ୍ଷକ ଶିକ୍ଷୟତ୍ରୀମାନେ ବସିଛନ୍ତି, ଗାଁ ସାଥୀ ବସିଛନ୍ତି, ଗରିବ ଲୋକଙ୍କ କଥା ବୁଝ' ବୋଲି ସୁର କହିଛନ୍ତି । 

2/11

'ଏମଏଲଏଙ୍କର ବଢିଲା ଏମାନେ ମଧ୍ୟ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ସେଥିପାଇଁ ଧନ୍ୟବାଦ' ।

3/11

ମୁଖ୍ୟମନ୍ତ୍ରୀ ମୋ ସାଥିରେ ଏମଏଲଏ ଥିବା ସମୟରେ, ପାଣ୍ଡିଆନ ଏବଂ ନବୀନଙ୍କ ପାଖକୁ ଯାଇଥିଲେ ବଢେଇବା ପାଇଁ ।

4/11

'ଯାହା ହେଉ ମୁଖ୍ୟମନ୍ତ୍ରୀ ବିଧାୟକଙ୍କର ଦରମା ବଢାଇଦେଲେ ସେଥିପାଇଁ ଧନ୍ୟବାଦ' ।

5/11

'କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ସେକ୍ରେଟେରୀ ରାସ୍ତାରେ ବସିଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ' । 

6/11

'ପ୍ରଥମେ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ବିଧାୟକଙ୍କ ଦରମା ବଢାଇଥିଲେ ଭଲ ହେଇଥାନ୍ତା' ଏଗୁଡା ଠିକ୍ ହେଲାନି ବୋଲି ସୁର କହିଛନ୍ତି ।

7/11

ଏରିୟର ସମ୍ପର୍କରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି ଯେ, 'ମୋ ନିଜ ମତ ହେଉଛି ଏରିୟର ଦେବା ଉଚିତ ନୁହେଁ' । 

8/11

'ଏରିୟର ଟଙ୍କାକୁ ଗରିବ ଲୋକଙ୍କ ଯୋଜନାରେ ଦେଲେ ଭଲ ହେବ' ବୋଲି ସୁର କହିଛନ୍ତି । 

9/11

ଆପଣଙ୍କୁ କହିରଖୁଛୁ ଯେ, ଆଜି ମୋକିମଙ୍କୁ ଟାର୍ଗେଟ କରିଛନ୍ତି ସୁର ରାଉତରାୟ। ଆମେ ୧୮ ଘଣ୍ଟା ଧରି ଖଟୁଛୁ, ତମେ ରହୁନ ବୋଲି କଂଗ୍ରେସକୁ କାହିଁକି ଶସ୍ତା କରୁଛ ବୋଲି ସୁର ପ୍ରଶ୍ନ କରିଛନ୍ତି 

10/11

ତୁମ ଭଳି ହଜାର ହଜାର କୋଟିପତି ଅଛନ୍ତି। କଂଗ୍ରେସରୁ ଟିକେଟ ପାଇ ବିଧାୟକ ଥିବାରୁ ଲୋକ ତୁମକୁ ଚିହ୍ନିଛନ୍ତି ବୋଲି ସୁର କହିଛନ୍ତି ।

11/11

ସୁର କହିଛନ୍ତି ଯେ, ନିଜ ଝିଅର କ୍ୟାରିୟରକୁ ନଷ୍ଟ କରୁଛନ୍ତି ମହମ୍ମଦ ମୋକିମ। ଦଳ ବିରୋଧରେ ଏଭଳି କହିବା ଆଦୌ ଉଚିତ ନୁହେଁ।