8th Pay Commission: ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ଆଉ ଏକ ଖୁସି ଖବର। ବିଶେଷକରି,ଏସବିଆ(SBI)ରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଦରମା ବୃଦ୍ଧି ନେଇ ଆସିଲା ବଡ଼ ଖବର। ତେବେ,ଆସନ୍ତୁ ଜାଣିବା ଅଷ୍ଟମ ବେତନ କାର୍ଯ୍ୟକାରୀ ହେଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ କେତେ ଟଙ୍କା ବୃଦ୍ଧି ପାଇବ।...
)
ନିକଟରେ ଅଷ୍ଟମ ବେତନ ଆୟୋଗର ଟର୍ମସ୍ ଅଫ୍ ରେଫରେନ୍ସକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି।
ALSO READ: Budh Shani Yuti: ବୁଧ-ଶନିଙ୍କ ଦୁର୍ଲଭ ଯୋଗ,୫ରାଶିଙ୍କ ହେବ ଭାଗ୍ୟ ଉଦୟ;ଚାକିରିଆଙ୍କ ବଢିବ ଆୟ ସହ...
)
ଯାହା ଦ୍ବାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀଙ୍କ ସହ ୬୦ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ।
)
ତେବେ, ଏଥିରୁ ବିଶେଷ ଭାବରେ ଷ୍ଟେଟ୍ ବ୍ୟା ବ୍ୟାଙ୍କ୍ ଅଫ ଇଣ୍ତିଆରେ (SBI) କର୍ମଚାରୀମାନେ ଲାଭବାନ୍ ହେବେ। ଚର୍ଚ୍ଚା ହେଉଥିଲା କି,ଅଷ୍ଟମ ବେତନ ରୁ ବାଦ୍ ପଡିବେ (SBI) ଷ୍ଟେଟ୍ ବ୍ୟାଙ୍କ୍ କର୍ମଚାରୀ ଓ କ୍ଲର୍କ (କିରାଣୀ)। ହେଲେ, ଏହି ଏହି ଚର୍ଚ୍ଚାର ଏବେ ଅନ୍ତ ଘଟିଛି।
)
ଅଷ୍ଟମ ବେତନରୁ ଅଧିକ ଲାଭ ଉଠାଇବେ (SBI) ବ୍ୟାଙ୍କ୍ କର୍ମଚାରୀ ଓ କ୍ଲର୍କମାନେ ବୋଲି ଅର୍ଥନୈତିକ ବିଶେଷ୍ଜ୍ଞ ମତବ୍ୟକ୍ତ କରିଛନ୍ତି।
)
କ୍ଲର୍କ (କିରାଣୀ)ମାନଙ୍କ ମୂଳ ଦରମା ୩୦,୦୦୦ ରୁ ବଢି ୪୫,୦୦୦ ଓ ମଧ୍ୟମ ବର୍ଗର କର୍ମଚାରୀଙ୍କ ମୂଳ ଦରମା ୪୫ ହଜାରରୁ ବଢି ୭୫,୦୦୦ ପହଞ୍ଚିପାରେ।
)
SBI(ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ତିଆ)ର ଜଣେ ନବ ନିଯୁକ୍ତ କିରାଣୀ(କ୍ଲର୍କ) ର ମୂଳ ଦରମା ୨୬,୭୩୦ ଟଙ୍କା ପାଆନ୍ତି। ମୂଳ ଦରମା ସହ ଭତ୍ତା ଯୋଡିବା ହେବା ପରେ ମୋଟ୍ ଦରମା ୪୫,୮୮୮ଟଙ୍କା ହୋଇଥାଏ।
)
ଉଦାହରଣ ସୂରୁପ ଜଣେ କିରାଣୀ (କ୍ଲର୍କ)ଙ୍କ ମହଙ୍ଗା ଭତ୍ତା ୭,୧୬୧ ଟଙ୍କା ହୋଇଥିବା ବେଳେ ଘରଭଡ଼ା ୨,୮୬୧ ଟଙ୍କା ରହିଥିବା ବେଳେ ଟ୍ରାନ୍ସପୋର୍ଟ ବା ପରିବହନ ଭତ୍ତା ୮୫୦ ଟଙ୍କା ମିଳିଥାଏ। ଏବଂ ବିଶେଷ ଭତ୍ତା ବାବଦରେ ୭,୦୮୩, ସ୍ପେଶାଲ୍ ଆଲାଉନ୍ସ ବାବଦରେ ୧,୨୦୦ ଟଙ୍କା ମିଳିଥାଏ। ଏବଂ ମୋଟ୍ ପ୍ରାୟ ୬,୩୫୯ କାଟ୍ ହେବା ପରେ, କର୍ମଚାରୀଙ୍କୁ ୩୯,୫୨୯ ଟଙ୍କା ମିଳିଥାଏ।
)
ଏସବିଆଇ କର୍ମଚାରୀମାନଙ୍କ ଦରମା ମଧ୍ୟ ପୋଷ୍ଟିଂ ହୋଇଥିବା ସ୍ଥାନ ଉପରେ ପ୍ରଭାବ ପକାଇଥାଏ। ମେଟ୍ରୋ ସିଟି କିମ୍ବା ବଡ଼ ସହରରେ ପୋଷ୍ଟିଂ ହୋଇଥିବା କର୍ମଚାରୀଙ୍କ ଦରମା ଗ୍ରାମୀଣ ଶାଖାରେ କର୍ଯ୍ୟରତ କର୍ମଚାରୀଙ୍କ ଅପେକ୍ଷା (HRA) ଘରଭଡା ଭତ୍ତା ଅଧିକ ମିଳିଥାଏ।
)
SBI (ଏସବିଆଇ)ରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ସିଟ୍ ଉପରେ ନଜର ପକାନ୍ତୁ। ମୂଳ ଦରମା କର୍ମଚାରୀଙ୍କ ଏହି କ୍ରମରେ ବୃଦ୍ଧି ପାଇଥାଏ। ୨୬,୭୩୦→୨୮,୦୭୦→୩୩,୦୨୦→୪୧,୦୨୦→୫୭,୪୦୦→୬୧,୮୦୦→୬୪,୪୮୦ ଟଙ୍କା ମିଳେ।
)
ଯଦି ଅଷ୍ଟମ ବେତନ କାର୍ଯ୍ୟକାରୀ ହୁଏ, ତେବେ ଏହି ଦରମାରେ ଅହେତୁକ ବୃଦ୍ଧି ପାଇବ। ଯାହା ଏସବିଆଇ କିରାଣୀଙ୍କ ଦରମାରେ ବିରାଟ ବୃଦ୍ଧି ହେବ।
)
SBI (କ୍ଲର୍କ) କିରାଣୀ୨୦୨୫ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
)
ଯାହା ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟକରିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଏକ ବଡ଼ ସୁଯୋଗ।
)
ଚଳିତ ବର୍ଷ ବ୍ୟାଙ୍କ୍ ୬,୫୮୦ଜୁନିୟର ଆସୋସିଏଟ୍ ( Customer Support and Sales) ପଦବୀ ପାଇଁ ଆବେଦନ ନେଇ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ट्रेन्डिंग फोटोज़