Advertisement
Photo Details/zeeodisha/odisha2764155
photoDetails0hindi

Gold Rate: ସପ୍ତାହ ଆରମ୍ଭରୁ ସୁନା ଭରି ପିଛା ମୂଲ୍ୟରେ ବୃହତ ବୃଦ୍ଧି, ଦୀର୍ଘ ଦିନ ପରେ ୬୦ ହଜାର ତଳେ ସୁନା

Gold And Silver Price Today: ମଇ ମାସ ଆରମ୍ଭରୁ ସୁନା ଭରିପିଛା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି। ସପ୍ତାହ ଆରମ୍ଭରେ ସୁନାଦର ଭରିପିଛା ମୂଲ୍ୟରେ ବୃହତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଆଜି ୧୯ ମଇ ୨୦୨୫ ସୋମବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ବୃହତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ତଳକୁ ଖସି ଆସିଛି।  

1/6

ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୫୯୫୩୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ୧୮ କ୍ୟାରେଟ ସୁନା ଭରି ପିଛା ୭୪୭୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୦୦୯୦ ଟଙ୍କାରେ ବ୍ୟବସାୟ କରିଛି। 

2/6

୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୨୧୫୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୨୩୦୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

3/6

Gold And Silver Price Today:  ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଶୁକ୍ରବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ଯଥାକ୍ରମେ ୩୫୦ ଓ ୩୮୦ ଟଙ୍କା ବୃଦ୍ଧି ଘଟିଛି। 

4/6

୨୨ କ୍ୟାରେଟ ସୁନାର ଭରି ପିଛା ୩୫୦ ଟଙ୍କା ବୃଦ୍ଧି ଘଟି ୮୭୫୫୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

5/6

ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୩୮୦ ଟଙ୍କା ବୃଦ୍ଧି ଘଟି ୯୫୫୧୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। 

6/6

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୭୫୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୫୫୧୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

;