Weather News: ଗତକାଲି ପରି ଆଜି ମଧ୍ୟ ବୋଦ୍ଧର ତାପମାତ୍ରା ୪୩ ଡିଗ୍ରୀ ପାର୍ କରିଛି । ତାତିରେ ସିଝୁଛି ରାଜ୍ୟର ଅନେକ ଜିଲ୍ଲା ।
)
ଏହା ପଛକୁ ବରଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
)
ଆଜି ଝାରସୁଗୁଡ଼ାରେ ୩୯.୮, ସମ୍ବଲପୁରରେ ୩୯.୬ ଏବଂ ହୀରାକୁଦ ୩୯.୧ ଡିଗ୍ରୀ ତାପମାତ୍ରା ରହିଥିଲା
)
ଅନୁଗୁଳରେ ୪୦.୭ ଏବଂ ମାଲକାନଗିରିରେ ୪୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି
)
ଟୁଇନ୍ ସିଟି ଭୁବନେଶ୍ବର ଏବଂ କଟକରେ ଯଥାକ୍ରମେ ୩୬.୭ ଏବଂ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
)
ଷ୍ଟିଲ୍ ସିଟି ରାଉରକେଲାରେ ୩୭.୧, ଚାନ୍ଦବାଲିରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ
ट्रेन्डिंग फोटोज़