ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ଅଧିକ ହେଉଥିବା ସମୟରେ ଚଳିତ ବର୍ଷ ପ୍ରଥମ କରି ତାତି ୪୨ ଡିଗ୍ରୀ ଟପିଛି ।
)
ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ରହିଥିଲା ୪୧.୮
)
ରାଉରକେଲା ଏବଂ ହୀରାକୁଦରେ ତାତି ୪୦.୫ ରେକର୍ଡ କରାଯାଇଛି ।
)
କେନ୍ଦୁଝରରେ ତାପମାତ୍ରା ଥିଲା ୩୯.୧
)
ଚାନ୍ଦବାଲିରେ ୩୯ ଡିଗ୍ରୀ ପାରଦ ରହିଥିଲା
)
ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୮.୬ ଛୁଇଁଥିଲା
ट्रेन्डिंग फोटोज़