Advertisement
Photo Details/zeeodisha/odisha2556785
photoDetails0hindi

D Gokeshs: ବିଶ୍ୱ ବିଜେତା ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଡି ଗୁକେଶଙ୍କ ଏହି ଫଟୋ....

D Gokeshs: ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଡିଙ୍ଗ ଲିରେନ 7.5-6.5 ରେ ପରାସ୍ତ କରି ବିଶ୍ୱ ଚେସ ଚାମ୍ପିଅନସିପ-୨୦୨୪ର ଟାଇଟଲ୍ ନିଜ ନାଁ ରେ କରିଛନ୍ତି। ଏହା ସହିତ ସେ ଚେସ ଇତିହାସରେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିଅନ୍ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ସେ ସାରା ବିଶ୍ୱରୁ ଏବେ ଅଭିନନ୍ଦନ ସାଉଁଟିବାରେ ଲାଗିଛନ୍ତି। ଭେଟେରାନ ଚେସ ଖେଳାଳିମାନେ ମଧ୍ୟ ଏହି ସଫଳତା ପାଇଁ ଗୁକେଶଙ୍କୁ ପ୍ରଶଂସା କରୁଛନ୍ତି। 

1/10

ଡି ଗୁକେଶଙ୍କର ସମ୍ପୂର୍ଣ୍ଣ ନାମ ଡୋମାରାଜୁ ଗୁକେଶ ଏବଂ ସେ ଚେନ୍ନାଇର ବାସିନ୍ଦା। ଗୁକେଶ ୭ ମଇ ୨୦୦୬ ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। 

2/10

ଗୁକେଶଙ୍କ ପିତା ଜଣେ ଡାକ୍ତର ହୋଇଥିବାବେଳେ ତାଙ୍କ ମା ବୃତ୍ତି ଅନୁଯାୟୀ ମାଇକ୍ରୋବିଓଲୋଜିଷ୍ଟ ଅଟନ୍ତି।

3/10

ସାତ ବର୍ଷ ବୟସରେ ଗୁକେଶ ଚେସ ଖେଳିବା ଆରମ୍ଭ କରିଥିଲେ। 

4/10
ତାଙ୍କୁ ପ୍ରଥମେ ଭାସ୍କର ପ୍ରଶିକ୍ଷଣ ଦେଇଥିଲେ। ଏହା ପରେ ବିଶ୍ୱନାଥ ଆନନ୍ଦ ନିଜେ ତାଙ୍କୁ ଚେସ ଖେଳ ବିଷୟରେ ସୂଚନା ଦେଇଥିଲେ ଏବଂ ତାଙ୍କୁ ତାଲିମ ଦେଇଥିଲେ।

5/10

6/10

7/10

8/10

9/10

10/10