PM Modi Manipur Visit: ହିଂସାର ୨ ବର୍ଷ ପରେ ମଣିପୁର ପହଞ୍ଚିଲେ ପ୍ରଧାନମନ୍ତ୍ରୀ, କଂଗ୍ରେସ କହିଲେ 'ନାଟକ'

PM Modi Manipur Visit: ଦୁଇ ବର୍ଷ ପୂର୍ବେ ମଣିପୁରରେ ଜାତିଗତ ହିଂସା ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଥମ ଥର ପାଇଁ ଚୁରାଚାନ୍ଦପୁରରେ ପହଞ୍ଚିଥିଲେ ଏବଂ ଏଠାକାର ରିଲିଫ୍ ଶିବିରରେ ବିସ୍ଥାପିତ ଲୋକଙ୍କୁ ଭେଟିଥିଲେ। ଏହି ଅଞ୍ଚଳ ହିଂସାର କେନ୍ଦ୍ର ଥିଲା।

PM Modi Manipur Visit: ହିଂସାର ୨ ବର୍ଷ ପରେ ମଣିପୁର ପହଞ୍ଚିଲେ ପ୍ରଧାନମନ୍ତ୍ରୀ, କଂଗ୍ରେସ କହିଲେ 'ନାଟକ'
Image Credit: PM Modi Manipur Visit

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More