PM Modi Manipur Visit: ମଣିପୁର ହିଂସାର ୨ ବର୍ଷ ପରେ ଏଠାକୁ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ

PM Modi Manipur Visit: ମଣିପୁରରେ ଜାତିଗତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମଣିପୁର ଗସ୍ତରେ ଯାଉଛନ୍ତି। ଶନିବାର ସେ ପ୍ରଥମେ ଚୁରାଚାନ୍ଦପୁର ଯିବେ ଏବଂ ତା'ପରେ ଇମ୍ଫାଲରେ ପହଞ୍ଚିବେ। ସେ ଇମ୍ଫାଲରେ ୧୨୦୦ କୋଟି ଟଙ୍କାର ଏକ ପ୍ରକଳ୍ପର ଉଦଘାଟନ କରିବେ।

PM Modi Manipur Visit: ମଣିପୁର ହିଂସାର ୨ ବର୍ଷ ପରେ ଏଠାକୁ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ
Image Credit: PM Modi Manipur Visit

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More