ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ: ସଂଗଠିତ ମାଫିଆ ଗ୍ୟାଙ୍ଗର କାରନାମା

ଭୁବନେଶ୍ୱର; ରାଜ୍ୟରେ କେବଳ ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ ହୋଇଛି ତା’ ନୁହେଁ ଗଲା ୮ରୁ ୧୦ ବର୍ଷ ହେଲା ବିଭିନ୍ନ ସରକାରୀ ଚାକିରି ପାଇଁ ଏମିତି ଷଡ଼ଯନ୍ତ୍ର ରଚାଯାଇଥାଏ। ଏହା ଏକ ସଂଗଠିତ ମାଫିଆ ଗ୍ୟାଙ୍ଗର କାରନାମା। ରାଜ୍ୟ କ୍ରାଇମ ବ୍ରାଞ୍ଚ ଏହାର ଚେର ଖୋଜୁଛି ଏବଂ ସମସ୍ତ ଆସାମୀଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି କ୍ରା

ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ:  ସଂଗଠିତ ମାଫିଆ ଗ୍ୟାଙ୍ଗର କାରନାମା

About the Author