ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ: ୫ ଅଭିଯୁକ୍ତଙ୍କ ଆଗୁଆ ଜାମି ଆବେଦନ

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ହେବାକୁଥିବା ସବ୍‍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଆଜି ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ୫ ଜଣ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟ। ଏ ଭିତରେ ରହିଛନ୍ତି ପଞ୍ଚସଫ୍ଟ ଏଜେନ୍ସୀର ମୁଖ୍ୟ ଶଙ୍କର ପୃଷ୍ଟି ଓ ତାଙ୍କ ପତ୍ନୀ ପଦିପ୍ତୀମୟୀ

ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ: ୫ ଅଭିଯୁକ୍ତଙ୍କ ଆଗୁଆ ଜାମି ଆବେଦନ

About the Author