ପୁଣି ପ୍ରଶ୍ନପତ୍ର ଲିକ୍‍ ଅଭିଯୋଗ: ପୁଲିସ ଏସ୍‍ଆଇ ପରୀକ୍ଷା ସ୍ଥଗିତ

ରାଜ୍ୟରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପୁଲିସ ଏସ୍‍ଆଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କିଛି ଅପ୍ରତ୍ୟାଶିତ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ଏହି ପରୀକ୍ଷା ପୁଣିଥରେ କେବେ ହେବ ତାହା କୁହାଯାଇ ନାହିଁ। ଏ ବାବଦରେ ସୂଚନା ଦିଆଯିବ ବୋଲି ବୋ

ପୁଣି ପ୍ରଶ୍ନପତ୍ର ଲିକ୍‍ ଅଭିଯୋଗ: ପୁଲିସ ଏସ୍‍ଆଇ ପରୀକ୍ଷା ସ୍ଥଗିତ

About the Author