AQI concern in Bhubaneswar: ଟ୍ୱିନ୍‍ସିଟିରେ ପ୍ରଦୂଷଣ କଟକଣା

ରାଜ୍ୟରେ ବଢ଼ୁଥିବା ବାୟୁପ୍ରଦୂଷଣ ଏବେ ବିଭିନ୍ନ ଜିଲ୍ଲାରେ ଉଦବେଗଜନକ ହୋଇଛି। ଗୋଟିଏ ପରେ ଗୋଟିଏ ଜିଲ୍ଲା ପ୍ରଶାସନ ସହରାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଉଛନ୍ତି। ବିଶେଷକରି ବାୟୁମଣ୍ଠଳରେ ଧୂଳିକଣାକୁ ହ୍ରାସ କରିବା ପାଇଁ ଏହି କଟକଣା ଲାଗୁ କରାଯାଉଛି। ଏହିକ୍ରମରେ ଭୁବନେଶ୍ୱର ଓ କଟକରେ ନିର୍ମାଣ ଓ ପରିବହନ ସମୟରେ ପ୍ରଦୂଷଣ ପ

AQI concern in Bhubaneswar: ଟ୍ୱିନ୍‍ସିଟିରେ ପ୍ରଦୂଷଣ କଟକଣା

About the Author