ପ୍ରତ୍ୟାହାର ହେଲା ପ୍ରସ୍ତାବିତ ବସ୍‍ ଧର୍ମଘଟ: ଡିସେମ୍ବର ୧ରେ ଗାଡ଼ି ଗଡ଼ିବ ସ୍ୱଭାବିକ

ଆସନ୍ତା ୧ ତାରିଖରୁ ପ୍ରସ୍ତାବିତ ବସ୍‍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ନିଖିଳ ଓଡ଼ିଶା ବସ୍‍ ମାଲିକ ସଂଘ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପୁଲିସ ଦ୍ୱାରା ଯାନ ବାହାନ ଯାଞ୍ଚ କରାଯିବା ନେଇ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣିବାକୁ

 ପ୍ରତ୍ୟାହାର ହେଲା ପ୍ରସ୍ତାବିତ ବସ୍‍ ଧର୍ମଘଟ: ଡିସେମ୍ବର ୧ରେ ଗାଡ଼ି ଗଡ଼ିବ ସ୍ୱଭାବିକ

About the Author