Punjab Police DIG Arrested: ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଡିଆଇଜି; ସିବିଆଇ ନେଲା କାର୍ଯ୍ୟାନୁଷ୍ଠାନ

Punjab Police DIG Arrested: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରୋପାର ରେଞ୍ଜ ଡିଆଇଜି ତଥା ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ହରଚରଣ ସିଂହ ଭୁଲ୍ଲରଙ୍କୁ ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛି।

Punjab Police DIG Arrested: ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ଡିଆଇଜି; ସିବିଆଇ ନେଲା କାର୍ଯ୍ୟାନୁଷ୍ଠାନ
Image Credit: Punjab Police DIG Arrested

About the Author