କାର୍ତ୍ତିକ ମାସ ପାଇଁ ଦଶପଲ୍ଲା ଯାଏ ଯିବ ପୁରୀ-ଖୋର୍ଦ୍ଦା ରୋଡ୍ ମେମୁ ଟ୍ରେନ

କାର୍ତ୍ତିକ ମାସରେ ପୁରୀକୁ ଭକ୍ତଙ୍କ ଆଗମନ ତଥା ପଞ୍ଚକ ଓ କାରର୍ତ୍ତିକ ପୂର୍ଣ୍ଣମି ଭିଡ଼କୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ପୁରୀ -ଖୋ୍ଦ୍ଧାରୋଡ୍‍ ମେମୁ ଟ୍ରେନକୁ ଦସଶପଲ୍ଲା ଯାଏ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ଦଶପଲାରୁ ଯାତ୍ରୀଙ୍କ ଆଗମନ ସହଜ ହୋଇପାରିବ। ଏ ସମ୍ବନ୍ଧରେ ପୂର୍ବତଟ ରେଳବାଇ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛ

କାର୍ତ୍ତିକ ମାସ ପାଇଁ ଦଶପଲ୍ଲା ଯାଏ ଯିବ ପୁରୀ-ଖୋର୍ଦ୍ଦା ରୋଡ୍  ମେମୁ ଟ୍ରେନ

About the Author