Rahul Gandhi: ରାହୁଲ ଗାନ୍ଧୀ ପାଳନ କରୁ ନାହାଁନ୍ତି ସୁରକ୍ଷା ପ୍ରୋଟୋକଲ; ନ ଜଣାଇ ଚାଲି ଯାଉଛନ୍ତି ବିଦେଶ, CRPF କଲା ଅଭିଯୋଗ

Rahul Gandhi Security Protocols: ରାହୁଲ ଗାନ୍ଧୀଙ୍କୁ Z+ ବର୍ଗର ସୁରକ୍ଷା ଦିଆଯାଇଛି। ଯେଉଁଥିରେ ASL (ଆଡଭାନ୍ସ ସିକ୍ୟୁରିଟି ଲିଆଜନ୍) କଭର ମଧ୍ୟ ଅନ୍ତର୍ଭୁକ୍ତ। ଏହା ଦେଶର ସର୍ବୋଚ୍ଚ ସୁରକ୍ଷା ବର୍ଗ ମଧ୍ୟରୁ ଗୋଟିଏ। ଯେଉଁଥିରେ ସବୁବେଳେ ସୁରକ୍ଷା ପାଇଁ ବହୁ ସଂଖ୍ୟକ CRPF କର୍ମଚାରୀ ନିୟୋଜିତ ଥାଆନ୍ତି।

Rahul Gandhi: ରାହୁଲ ଗାନ୍ଧୀ ପାଳନ କରୁ ନାହାଁନ୍ତି ସୁରକ୍ଷା ପ୍ରୋଟୋକଲ; ନ ଜଣାଇ ଚାଲି ଯାଉଛନ୍ତି ବିଦେଶ, CRPF କଲା ଅଭିଯୋଗ
Image Credit: Rahul Gandhi Security Protocols

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More