ଅଧା ନୁହେଁ ପୂରା ଖର୍ଚ୍ଚ କରିବ ରେଳ ବିଭାଗ, ରାଜ୍ୟର ହେବ ୯୨ ନୂଆ ରେଳ ଓଭର ବ୍ରିଜ

ଓଡ଼ିଶାରେ ୯୨ଟି ରେଳ ଓଭରବ୍ରିଜ୍‌ର ନିର୍ମାଣ ହେବ। ଏଥି ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ ଗୁଡ଼ିକୁ ୫୦-୫୦ ଅନୁପାତରେ ଏଥିପାଇଁ ଖ

ଅଧା ନୁହେଁ ପୂରା ଖର୍ଚ୍ଚ କରିବ ରେଳ ବିଭାଗ, ରାଜ୍ୟର ହେବ ୯୨ ନୂଆ ରେଳ ଓଭର ବ୍ରିଜ

About the Author