ଆଇଆଇଏମରେ ‘ରଙ୍ଗବତୀ’

ଦେଶ ତଥା ଦେଶ ବାହାରେ ଓଡ଼ିଆ ଲୋକଙ୍କୁ ନାଚିବା ଓ ନଚାଇବାର ଖୋରାକି ଦେଇଥିବା ସମ୍ବଲପୁରୀ ଲୋକଗୀତକୁ ନେଇ ନିର୍ମାଣ ହୋଇଛି ରଙ୍ଗବତୀ ମଞ୍ଚ। ଏହାପୁଣି ସମ୍ବଲପୁର ଆଇଆଇଏମ୍‍ ପରିସରର। ଏହି ମଞ୍ଚ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କଳା, ସଂସ୍କୃତି ଓ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ

ଆଇଆଇଏମରେ ‘ରଙ୍ଗବତୀ’

About the Author