Indian Rupees: ଡଲାର ତୁଳନାରେ ୯୦ ଡେଇଁଲା ଟଙ୍କା

ନୂଆଦିଲ୍ଲୀ: ବୁଧବାର ଦିନ ଡଲାର ତୁଳନାରେ ଭାରତୀୟ ଟଙ୍କା ୯୦ ଅତିକ୍ରମ କରିଥିଲା। ପ୍ରାରମ୍ଭିକ କାରବାରରେ ଏହା ଡଲାର ତୁଳନାରେ ୯୦.୧୪କୁ ଖସି ଆସିଥିଲା। ମଙ୍ଗଳବାର ଦିନ ଏହା ୮୯.୯୪୭୫କୁ ହ୍ରାସ ପାଇଥିଲା ଏବଂ ପ୍ରଥମ ଥର ପାଇଁ ୯୦ ଟଙ୍କା ଅତିକ୍ରମ କରିଛି। ବିଦେଶୀ ବଜାରରେ ଆମେରିକୀୟ ମୁଦ୍ରାର ବ୍ୟାପକ ଶକ୍ତି ଏବଂ ବିଦେଶୀ ପୁଞ୍ଜି ପ୍ରବାହ ଜାରି ରହ

Indian Rupees: ଡଲାର ତୁଳନାରେ ୯୦ ଡେଇଁଲା ଟଙ୍କା

About the Author