Gokarna Cave: ଗୁମ୍ଫାରେ ଦୁଇ ସନ୍ତାନଙ୍କ ସହିତ ରହୁଥିଲେ ଋଷୀୟ ମହିଳା, ୮ ବର୍ଷ ପୂର୍ବରୁ ଶେଷ ହୋଇଛି VISA

Gokarna Cave: କର୍ଣ୍ଣାଟକର ଗୋକର୍ଣ୍ଣର ରାମତୀର୍ଥ ପର୍ବତମାଳାର ଜଙ୍ଗଲରେ ଥିବା ଏକ ବିପଦପୂର୍ଣ୍ଣ ଗୁମ୍ଫାରୁ ଜଣେ ରୁଷିଆନ୍ ମହିଳା ଏବଂ ତାଙ୍କର ଦୁଇ ଛୋଟ ଝିଅଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ସେମାନଙ୍କୁ ସେଠାରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଥିବା ପାଇଥିଲା। ପରେ ଅଧିକାରୀମାନେ ନିଶ୍ଚିତ କରିଥିଲେ ଯେ ମୋହି (୪୦) ନାମକ ଏହି ମହିଳା ବ୍ୟବସାୟିକ ଭିସାରେ ଭାରତ ଆସିଥିଲେ ଏବଂ ତାଙ୍କ ଭିସାର ଅବଧିର ୮ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଆସୁଛନ୍ତି।

Gokarna Cave: ଗୁମ୍ଫାରେ ଦୁଇ ସନ୍ତାନଙ୍କ ସହିତ ରହୁଥିଲେ ଋଷୀୟ ମହିଳା, ୮ ବର୍ଷ ପୂର୍ବରୁ ଶେଷ ହୋଇଛି VISA
Image Credit: ଗୁମ୍ଫାରେ ଦୁଇ ସନ୍ତାନଙ୍କ ସହିତ ରହୁଥିଲେ ଋଷୀୟ ମହିଳା

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More