ସାନଘଗରାରେ ହେବ ଦ୍ୱିତୀୟ ଉଦ୍ଭିଦ ସମ୍ପଦ କେନ୍ଦ୍ର: ଶୋଭା ପାଇବ କାକ୍‍ଟସ୍‍

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ସାନଘାଗରାଠାରେ ରାଜ୍ୟର ଦ୍ୱିତୀୟ ବୋଟାନିକାଲ୍‍ ଗାର୍ଡେନ ପ୍ରତିଷ୍ଠା ହେବ। ଏଥିରେ ରାଜ୍ୟର ବିଭିନ୍ନ କୋଣରେ ମିଳୁଥିବା ଅର୍କିଡ ଶୋଭା ପାଇବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଲୋକସେବା ଭବନ ଠାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚ

ସାନଘଗରାରେ ହେବ ଦ୍ୱିତୀୟ ଉଦ୍ଭିଦ ସମ୍ପଦ କେନ୍ଦ୍ର: ଶୋଭା ପାଇବ କାକ୍‍ଟସ୍‍