ଶିକ୍ଷକ ଦେବେ ଅଣ୍ଡରଟେକିଂ: ଟ୍ୟୁସନ କଲେ କାର୍ଯ୍ୟାନୁଷ୍ଠାନ

ହାଇସ୍କୁଲ୍‍ ହେଉ କି ପ୍ରାଇମେରୀ ସ୍କୁଲ୍‍। ଏଠାରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଣିକି ଏକ ଅଣ୍ଡରଟେକିଂ ପ୍ରଧାନଶିକ୍ଷକଙ୍କୁ ଦେବେ। ଏଥିରେ ସେମାନେ ସ୍ପଷ୍ଟ ଭାବେ ଘରୋଇ ଟ୍ୟୁସନ କରୁନାହାନ୍ତି ବୋଲି ଉଲ୍ଲେଖ କରିବେ। ଯଦି ଏହାର ଉଲ୍ଲଂଘନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ଏମିତି ଏକ ନିର୍ଦ୍ଦେଶ ପାଇବା ପରେ ବ

ଶିକ୍ଷକ ଦେବେ ଅଣ୍ଡରଟେକିଂ: ଟ୍ୟୁସନ କଲେ କାର୍ଯ୍ୟାନୁଷ୍ଠାନ

About the Author