ଆସନ୍ତା କାଲିଠୁ ରାଜ୍ୟରେ ୬ ନୂଆ ସ୍ୱତନ୍ତ୍ର ଟ୍ରେନ ଚଳାଇବ ପୂର୍ବତଟ ରେଳବାଇ

ଦୀପାବଳୀ ଓ କାଳୀପୂଜା ଭିଡ଼କୁ ସାମ୍ନାରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ୬ଟି ନୂଆ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରାଯାଇଛି। ଏହି ଟ୍ରେନସବୁ ଆସନ୍ତା କାଲି ଓ ରବିବାର ଦିନ ଚାଲୁ ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏହି ୬ ନୂଆ ସ୍ୱତନ୍ତ୍

ଆସନ୍ତା କାଲିଠୁ ରାଜ୍ୟରେ ୬ ନୂଆ ସ୍ୱତନ୍ତ୍ର ଟ୍ରେନ ଚଳାଇବ ପୂର୍ବତଟ ରେଳବାଇ

About the Author