Sonbhadra Road accident: ମହାକୁମ୍ଭ ମେଳାକୁ ଯାଉଥିବା କାରକୁ ଧକ୍କା ଦେଲା ଏକ ଟ୍ରଲର; ୬ ମୃତ, ୩ ଆହତ

Road Accident: ସୋନଭଦ୍ରର ହାତୀନାଲା ଥାନା ଅଞ୍ଚଳର ରାଣିତାଲିରେ ରବିବାର ଦିନ ସନ୍ଧ୍ୟାରେ ବାରାଣସୀ-ଶକ୍ତିନଗର ରାଜପଥରେ ଏକ ଟ୍ରଲର ଏବଂ ଏକ କାର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କାର ଚାଳକଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି।

Sonbhadra Road accident: ମହାକୁମ୍ଭ ମେଳାକୁ ଯାଉଥିବା କାରକୁ ଧକ୍କା ଦେଲା ଏକ ଟ୍ରଲର; ୬ ମୃତ, ୩ ଆହତ
Image Credit: Sonbhadra Road accident

About the Author