ନୋହିଲା ରାତ୍ର ପହୁଡ଼, ଆଜି ଲକ୍ଷ୍ମୀ ନୃସିଂହ ବେଶ

ପବିତ୍ର ପଞ୍ଚୁକ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଅନେକ ଗହଳି ଦେଖିବାକୁ ମିଳୁଛି। ପ୍ରବଳ ଭିଡ଼ ଓ ଭଗବାନଙ୍କୁ ଦର୍ଶନ କରିବାର ଆଗ୍ର୍ରହକୁ ଦେଖି ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତିରେ ଶ୍ରୀ ଜଗନ୍ନାଥଙ୍କ ଶୟନ ବା ପହୁଡ଼ ନୀତି ଉଭାନ ହୋଇ ଯାଇଛି। ଗତକାଲି ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ପହୁଡ଼ ନୀତି ହୋଇ ନାହିଁ।

ନୋହିଲା ରାତ୍ର ପହୁଡ଼, ଆଜି ଲକ୍ଷ୍ମୀ ନୃସିଂହ ବେଶ

About the Author