୨୮ରେ ସ୍ପଟ ଆଡ୍‍ମିଶନ, ୧୫ରୁ ଅନ୍‍ଲାଇନ ଆବେଦନ

ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲି ପଡ଼ିଥିବା ସିଟ୍‍ ପୂରଣ ପାଇଁ ସ୍ପଟ ଆଡ୍‍ମିଶନ ସୁଯୋଗ ଖୋଲିଛନ୍ତି ରାଜ୍ୟ ସରକାର। ସାମ୍‍ ଓଡ଼ିଶା ପୋର୍ଟାଲ୍‍ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ। ଯାହା ଅକ୍ଟୋବର ୧୫ ତରାରିଖରୁ ଆରମ୍ଭ ହେବ। ସକାଳ ୧୧ଟାରୁ ସାମ୍ସ ପୋର୍ଟାଲରେ ଫର୍ମ ମିଳିବ ବ/ଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛ

୨୮ରେ ସ୍ପଟ ଆଡ୍‍ମିଶନ, ୧୫ରୁ ଅନ୍‍ଲାଇନ ଆବେଦନ

About the Author