ଗୁରୁବାର ଦଶହରା, ସୁନାବେଶରେ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ

ଆସନ୍ତାକାଲି ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବିଜୟା ଦଶମୀ ତଥା ଦଶହରା ପର୍ବ ପାଳନ କରାଯିବ। ଏଥିଲାଗି ଶ୍ରୀଜିଉଙ୍କୁ ରାଜାରାଜେଶ୍ୱର ବେଶରେ ସଜ୍ଜିତ କରାଯିବ। ଏହି ବେଶରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏହାକୁ ଦେଖିବା ଲାଗି ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଗୁରୁବାର ଦଶହରା, ସୁନାବେଶରେ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ

About the Author