ବରଗଡ଼ ଧନୁଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ୧ କୋଟି ଟଙ୍କା ସହାୟତା

ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ଦେବେ। ପୂର୍ବରୁ ଏହି ସହାୟତା ରାଶି ୫୦ ଲକ୍ଷ ଟଙ୍କା ଥିଲ। ବଢ଼ୁଥିବା ଖର୍ଚ୍ଚକୁ ଆଖିରେ ରଖି ଏହି ସହାୟତା ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଧନୁଯାତ୍ରା ପ୍ରସ୍ତୁତି କମିଟିର ବୈଠକକୁ ଅଧ୍ୟକ୍ଷତା କରି ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି

ବରଗଡ଼  ଧନୁଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ୧ କୋଟି ଟଙ୍କା ସହାୟତା

About the Author